ଭୁବନେଶ୍ବର: ଆଜି ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବୀର ପୁରୁଷ ସୁରେନ୍ଦ୍ର ସାଏଙ୍କ 213 ଓ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀ । ସେହି ବୀର ପୁରୁଷମାନଙ୍କ ବିରତ୍ୱ ଓ ବଳିଦାନ ପାଇଁ ଆମେ ସ୍ବାଧୀନତା ପାଇଛେ, ଯାହା କି ଅବିସ୍ମରଣୀୟ।
‘ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନର ମୂଲ୍ୟବୋଧକୁ ଯୁବପିଢ଼ି ଗ୍ରହଣ କରନ୍ତୁ’ - birth anniversary of Surendra Sai and Subhash Chandra Bose
ଆଜି ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବୀର ପୁରୁଷ ସୁରେନ୍ଦ୍ର ସାଏଙ୍କ 213 ଓ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀ । ଏନେଇ ଭୁବନେଶ୍ବର ସୁରେନ୍ଦ୍ର ସାଏ ନଗର ଓ ରସୁଲଗଡ଼ଠାରେ ଉଭୟଙ୍କ ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ କରାଯାଇଛି । ଅଧିକ ପଢନ୍ତୁ...

ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନର ମୂଲ୍ୟବୋଧକୁ ଯୁବପୀଢ଼ି ଗ୍ରହଣ କରନ୍ତୁ
ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନର ମୂଲ୍ୟବୋଧକୁ ଯୁବପୀଢ଼ି ଗ୍ରହଣ କରନ୍ତୁ
ଆଜିର ଯୁବ ପିଢି ସେମାନଙ୍କ ଜୀବନର ମୂଲ୍ୟବୋଧକୁ ନିଜ ଜୀବନରେ ଗ୍ରହଣ କରିବାର ଆଵଶ୍ୟକତା ରହିଛି ବୋଲି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ବିଭିନ୍ନ ଦଳ ଓ ସଂଗଠନର ନେତୃବୃନ୍ଦମାନେ ପ୍ରକାଶ କରିଛନ୍ତି । ଏନେଇ ଭୁବନେଶ୍ବର ସୁରେନ୍ଦ୍ର ସାଏ ନଗର ଓ ରସୁଲଗଡ଼ଠାରେ ଉଭୟଙ୍କ ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ କରାଯାଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ