ଓଡିଶା

odisha

ETV Bharat / city

ସିବିଆଇ ପଞ୍ଝାରେ ପୋଷ୍ଟାଲ କର୍ମଚାରୀ, ଲାଞ୍ଚ ନେବା ବେଳେ ଗିରଫ

ଧରାପଡ଼ିଲେ ଲାଞ୍ଚୁଆ ପୋଷ୍ଟାଲ କର୍ମଚାରୀ । ଲାଞ୍ଚ ନେବା ବେଳେ ଗିରଫ କଲା ସିବିଆଇ ଭୁବନେଶ୍ବର ଜୋନାଲ ୟୁନିଟ । ଅଧିକ ପଢନ୍ତୁ

By

Published : Oct 11, 2022, 5:04 PM IST

ସିବିଆଇ ପଞ୍ଝାରେ ପୋଷ୍ଟାଲ କର୍ମଚାରୀ, ଲାଞ୍ଚ ନେବା ବେଳେ ଗିରଫ
ସିବିଆଇ ପଞ୍ଝାରେ ପୋଷ୍ଟାଲ କର୍ମଚାରୀ, ଲାଞ୍ଚ ନେବା ବେଳେ ଗିରଫ

ଭୁବନେଶ୍ବର:ମହଙ୍ଗା ପଡିଲା ଲାଞ୍ଚ କାରବାର । ଅନୁଗୋଳ ପୋଷ୍ଟାଲ ହେଡକ୍ବାର୍ଟର (Anugul Postal Head Quarter)ରେ କର୍ମଚାରୀ ଗିରଫ ହୋଇଛନ୍ତି । ଲାଞ୍ଚ ନେଉଥିବା ବେଳେ ସିବିଆଇ ଭୁବନେଶ୍ବର ଜୋନାଲ ୟୁନିଟ (CBI arrests postal worker in Anugul) ତାଙ୍କୁ ମାଡ଼ି ବସିଛି ।

ଏହି ଲାଞ୍ଚୁଆ ପୋଷ୍ଟାଲ କର୍ମଚାରୀ ହେଉଛନ୍ତି ଟିକନ କୁମାର ଦେବତା । ତେବେ ସେ ୧୦ ହଜାର ଲାଞ୍ଚ ନେବା ସହ ଧରିଲା ସିବିଆଇ ଭୁବନେଶ୍ବର ଜୋନାଲ ୟୁନିଟ । ଗ୍ରାମୀଣ ଡ଼ାକ ସେବକ ସହ କର୍ମଚାରୀଙ୍କଠୁ ଲାଞ୍ଚ ଡିମାଣ୍ଡ କରି ଲାଞ୍ଚ ନେବା ବେଳେ ଟ୍ରାପ କରିଛି ଭୁବନେଶ୍ବର ସିବିଆଇ ଜୋନାଲ ୟୁନିଟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details