ଭୁବନେଶ୍ବର:ରାଜଧାନୀ ରାସ୍ତା ଉପରେ ଜଳି ଉଠିଲା ଇଣ୍ଡିଗୋ କାର। ଜୟଦେବ ବିହାର ଓଭରବ୍ରିଜ କଡରେ ଏହି ଘଟଣାଟି ଘଟିଛି। ଗାଡି ନମ୍ବର OR 05AU4041ଥିବା ଏହି କାରଟି ଜଗତସିଂହପୁରର ଶିବ ପ୍ରସାଦ ଦାସଙ୍କର ବୋଲି ଜଣାପଡିଛି।
ରାସ୍ତା ଉପରେ ଜଳିଲା କାର, ଦେଖନ୍ତୁ ଭିଡିଓ - car-suddenly-catches-fire
ଭୁବନେଶ୍ବର ରାସ୍ତା ଉପରେ ଜଳିଲା ଇଣ୍ଡିଗୋ କାର । କାରଟି ଜଳିଉଠିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ଅଧିକ ଖବର ପଢନ୍ତୁ...
ରାସ୍ତା ଉପରେ ଜଳି ଉଠିଲା କାର,ଦେଖନ୍ତୁ ଭିଡିଓ
ତେବେ କାରଟି ଜଳିଉଠିବା ପରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଡିରେ ନିଆଁ ଲିଭାଇଥିଲେ। ତେବେ କେଉଁ କାରଣରୁ କାରଟିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ