ଓଡିଶା

odisha

ETV Bharat / city

NISERରେ ହେଉ କ୍ୟାନସର ଗବେଷଣା କେନ୍ଦ୍ର: ସାଂସଦ ଅପରାଜିତା - କ୍ୟାନ୍ସର ଚିକିତ୍ସା ଓ ଗବେଷଣା କେନ୍ଦ୍ର

ରାଜଧାନୀସ୍ଥିତ NISER ପରିସରରେ କ୍ୟାନସର ହବ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ଖବର ପଢନ୍ତୁ...

cancer centre_
NISERରେ ହେଉ କ୍ୟାନ୍ସର ଗବେଷଣା କେନ୍ଦ୍ର: ସାଂସଦ ଅପରାଜିତା

By

Published : Feb 3, 2020, 7:30 PM IST

Updated : Feb 3, 2020, 7:37 PM IST


ଭୁବନେଶ୍ବର: ରାଜଧାନୀସ୍ଥିତ NISER ପରିସରରେ ସ୍ଥାପନ ହେଉ କ୍ୟାନସର ଚିକିତ୍ସା ଏବଂ ଅନୁସନ୍ଧାନ ପାଇଁ ଏକ ଗବେଷଣା କେନ୍ଦ୍ର । ଏହାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସେ ପିଏମଓ ଦାୟୀତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ଏହି ପ୍ରସ୍ତାବ ପତ୍ର ଦେବା ସହ ଆଲୋଚନା କରିଛନ୍ତି ।

NISERରେ ହେଉ କ୍ୟାନ୍ସର ଗବେଷଣା କେନ୍ଦ୍ର: ସାଂସଦ ଅପରାଜିତା

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସକାରାତ୍ମକ ମନୋଭାବ ବ୍ୟକ୍ତ କରିଛନ୍ତି l ଏହାସହ ଟାଟା ମେମୋରିଆଲ ପକ୍ଷରୁ ବିଭିନ୍ନ ରାଜ୍ୟରେ ହବ ଖୋଲାଯାଉଥିବା ସେ ଦୃଷ୍ଟିକୁ ଆଣିଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 3, 2020, 7:37 PM IST

ABOUT THE AUTHOR

...view details