ଭୁବନେଶ୍ବର: ୨୦୨୦-୨୧ ବର୍ଷର ଓଡ଼ିଶା ସରକାରଙ୍କ ଆର୍ଥିକ ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ରାଜ୍ୟ ପ୍ରଧାନ ମହାଲେଖାକାର ।
ଓଡ଼ିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ମହାଲେଖାକାର (ଲେଖା ଓ ହକ୍ଦାରୀ) ଅନନ୍ତ କିଶୋର ବେହେରା ।
ରାଜ୍ୟପାଳଙ୍କୁ ଆର୍ଥିକ ବିବରଣୀ ପ୍ରଦାନ କଲେ ରାଜ୍ୟ ପ୍ରଧାନ ମହାଲେଖାକାର - ରାଜ୍ୟପାଳଙ୍କୁ ଆର୍ଥିକ ବିବରଣୀ ପ୍ରଦାନ
୨୦୨୦-୨୧ ବର୍ଷର ଓଡ଼ିଶା ସରକାରଙ୍କ ଆର୍ଥିକ ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ରାଜ୍ୟ ପ୍ରଧାନ ମହାଲେଖାକାର ।ଓଡ଼ିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ମହାଲେଖାକାର(ଲେଖା ଓ ହକ୍ଦାରୀ) ଅନନ୍ତ କିଶୋର ବେହେରା । ଅଧିକ ପଢନ୍ତୁ
ରାଜ୍ୟପାଳଙ୍କୁ ଆର୍ଥିକ ବିବରଣୀ ପ୍ରଦାନ କଲେ ରାଜ୍ୟ ପ୍ରଧାନ ମହାଲେଖାକାର
ସେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଓଡ଼ିଶା ବିଧାନସଭାର ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଓଡ଼ିଶା ସରକାରଙ୍କ ୨୦୨୦-୨୧ ବର୍ଷର ବିତ୍ତଲେଖା ଓ ବିନିଯୋଗ ଲେଖାର ପୁସ୍ତକ ଆଜି ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ