ଓଡିଶା

odisha

ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ‘ଚକାଡୋଳା’ - ଚକାଡୋଳା ବସ

ବରମୁଣ୍ଡା ବସଷ୍ଟାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ’ଚକାଡୋଳା’ ବସ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

By

Published : Aug 28, 2019, 3:04 PM IST

Updated : Aug 28, 2019, 3:14 PM IST

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ । ଭୁବନେଶ୍ବରରୁ ମୁନିଗୁଡ଼ାର ଭବାନୀପାଟଣା ଯାଉଥିବା ଏକ ଘରୋଇ ବସ(ଚକାଡୋଳା) ଷ୍ଟାଣ୍ଡରେ ଥିବାବେଳେ ନିଆଁ ଲାଗିଯାଇଛି । । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଏଥିରେ କୌଣସି ଯାତ୍ରୀ ନଥିବାବେଳେ ନିଆଁରେ ପୁରା ବସଟି ଜଳିଯାଇଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 28, 2019, 3:14 PM IST

ABOUT THE AUTHOR

...view details