ଓଡିଶା

odisha

By

Published : Feb 1, 2021, 1:51 PM IST

Updated : Feb 1, 2021, 3:40 PM IST

ETV Bharat / city

ବଜେଟ 2021: ପାରାଦୀପ ସମେତ ଦେଶର 5 ବନ୍ଦର ହେବ ମାଛଧରା ହବ

ପାରାଦ୍ବୀପ ସହ ଦେଶର 5 ବନ୍ଦର ସହରର ଉନ୍ନତୀକରଣ ହେବ । ପାରାଦୀପରେ ହେବ ମାଛ ଧରା ହବ । ଅଦିକ ପଢନ୍ତୁ...

ବଜେଟ 2021: ପାରାଦୀପ ସମେତ ଦେଶର 5 ବନ୍ଦର ହେବ ମାଛଧରା ହବ
ବଜେଟ 2021: ପାରାଦୀପ ସମେତ ଦେଶର 5 ବନ୍ଦର ହେବ ମାଛଧରା ହବ

ନୂଆଦିଲ୍ଲୀ: ବଜେଟ 2021 ଉପରସ୍ଥାପନ ସମୟରେ ଓଡିଶା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡିଶାର ପାରାଦ୍ବୀପ ସହ ଦେଶର 5 ବନ୍ଦର ସହରର ଉନ୍ନତୀକରଣ ହେବ । ପାରାଦୀପରେ ହେବ ମାଛ ଧରା ହବ ।

ଆଧୁନିକ ମାଛଧରା ବନ୍ଦର ଏବଂ ଫିସିଙ୍ଗ୍‌ ଲ୍ୟାଣ୍ଡିଂ ସେଣ୍ଟରର ବିକାଶରେ ଯଥେଷ୍ଟ ବିନିଯୋଗ ପ୍ରସ୍ତାବ ଦିଆଯାଇଛି। ଅର୍ଥନୈତିକ କାର୍ଯ୍ୟକଳାପର ହବ ଭାବରେ କୋଚି, ଚେନ୍ନାଇ, ବିଶାଖାପାଟନମ, ପାରାଦୀପ, ଏବଂ ପେଟୁଆଘାଟ ଆଦି 5 ବନ୍ଦରକୁ ବିକଶିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Last Updated : Feb 1, 2021, 3:40 PM IST

ABOUT THE AUTHOR

...view details