ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ବ୍ରାଉନସୁଗାର ବେପାରି । ରାଜଧାନୀ ଉପକଣ୍ଠରୁ ୨୦ଲକ୍ଷର ବ୍ରାଉନସୁଗାର ଜବତ । ୨୦୦ଗ୍ରାମର ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ ।
ରାଜଧାନୀ ଉପକଣ୍ଠରୁ ୨୦ ଲକ୍ଷର ବ୍ରାଉନସୁଗାର ଜବତ - ବ୍ରାଉନସୁଗାର ଜବତ
200 ଗ୍ରାମର ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ..
ରାଜଧାନୀ ଉପକଣ୍ଠରୁ ୨୦ଲକ୍ଷର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ