ଓଡିଶା

odisha

ETV Bharat / city

STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ଜଣେ ଗିରଫ

ବ୍ରାଉନସୁଗାର କାରବାର ବେଳେ ମାଡ଼ି ବସିଲା STF ଟିମ । ବାଲେଶ୍ବର ଅରଡ ବଜାର ରେଲୱେ ଓଭରବ୍ରିଜ ତଳୁ 1 କେଜି 50ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅଧିକ ପଢ଼ନ୍ତୁ

Crime Branch stf team seized brown sugar from balasore
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

By

Published : Jul 27, 2022, 10:58 AM IST

Updated : Jul 27, 2022, 5:10 PM IST

ଭୁବନେଶ୍ବର:ବ୍ରାଉନସୁଗାର କାରବାର ବେଳେ ମାଡ଼ି ବସିଲା STF ଟିମ୍‌ । ବାଲେଶ୍ବର ଅରଡ ବଜାର ରେଲୱେ ଓଭରବ୍ରିଜ ତଳୁ 1 କେଜି 50ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ସେଖ ମେଜୁକୁ ପୋଲିସ ଗିରଫ କରିଛି ।

STF ହାତରେ କୋଟିଏ ଟଙ୍କାର ବ୍ରାଉନ ସୁଗାର, ଜଣେ ଗିରଫ

ଗିରଫ ବେଳେ ଅଭିଯୁକ୍ତ ପାଖରୁ ନଗଦ 28 ହଜାର ଟଙ୍କା ଜବତ କରାଯାଇଛି । ସୂଚନା ଥାଉକି, 2020ରୁ ଏଯାବତ STF ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରୁ 56 କେଜି ବ୍ରାଉନସୁଗାର ସହ 202 ଗ୍ରାମ୍‌ର ହେରୋଇନ ଜବତ କରିଛି । ସେହିପରି 111 କ୍ବିଣ୍ଟାଲ ଗଞ୍ଜେଇ ଓ 75 ଗ୍ରାମ୍‌ ଅଫିମ ଜବତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2022, 5:10 PM IST

ABOUT THE AUTHOR

...view details