ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା ବିପିୟୁଟି ପରୀକ୍ଷା ଫଳ, 8ରୁ ଅନଲାଇନରେ ମିଳିବ ସାର୍ଟିଫିକେଟ

ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ । www.bputexam.in ରେ ଅନଲାଇନରେ ଉପଲବ୍ଧ ହେବ ସାର୍ଟଫିକେଟ । ଅଧିକ ପଢନ୍ତୁ...

By

Published : Jul 6, 2021, 10:47 PM IST

BPUT results publish
ପ୍ରକାଶ ପାଇଲା ବିପିୟୁଟି ପରୀକ୍ଷା ଫଳ, 8ରୁ ଅନଲାଇନରେ ମିଳିବ ସାର୍ଟିଫିକେଟ

ଭୁବନେଶ୍ବର:ବିପିୟୁଟିର ପ୍ରକାଶିତ ହେଲା ଫଳାଫଳ। ଯେଉଁମାନେ ସର୍ବନିମ୍ନ ଏକାଡେମିକ୍ ପାସ୍ କ୍ରେଡିଟ୍ ଆବଶ୍ୟକତା ପୂରଣ କରିଛନ୍ତ । ସେମାନଙ୍କର ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଏବଂ ପ୍ରୋଭିଜନାଲ୍ ଗ୍ରେଡ୍ ସିଟ୍ ଜୁଲାଇ 8 ତାରିଖରୁ ଅନଲାଇନରେ ଉପଲବ୍ଧ ହେବ।

ପ୍ରକାଶ ପାଇଲା ବିପିୟୁଟି ପରୀକ୍ଷା ଫଳ, 8ରୁ ଅନଲାଇନରେ ମିଳିବ ସାର୍ଟିଫିକେଟ

ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ । ଜୁଲାଇ 8 ତାରିଖରେ ଅନଲାଇନରେ ମିଳିବ ସାର୍ଟିଫିକେଟ। ଏନେଇ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ନେଇପାରିବେ ଛାତ୍ର ଛାତ୍ରୀ। www.bputexam.in ରେ ଅନଲାଇନରେ ଉପଲବ୍ଧ କରାଯିବ। ଉଭୟ ରେଗୁଲାର ଓ ଇ ରେଗୁଲାର ଛାତ୍ର ଛାତ୍ରୀମାନେ ସେମାନଙ୍କର ଦେଖିପାରିବେ। ଏମସିଏ, ବିଟେକ ରେଗୁଲାର ପରୀକ୍ଷାର୍ଥୀ ଏବଂ ଏମବିଏ, ବିଫାର୍ମା , ଏମ ଫାର୍ମା , ଏମ ଟେକ ଏବଂ ବି ଟେକ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details