ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ଅମିଶା ପଟେଲ୍ - ରାଜଧାନୀର ଏକ ଗହଣା ଦୋକାନର ଶୁଭାରମ୍ଭ

ରାଜଧାନୀର ଏକ ଗହଣା ଦୋକାନର ଶୁଭାରମ୍ଭ କରିବା ପାଇଁ ଅମିଶା ପଟେଲ ଭୁବନେଶ୍ବର ଆସିଛନ୍ତି ।

ସ୍ମାର୍ଟସିଟିରେ ଅମିଶା ପଟେଲ୍

By

Published : Sep 25, 2019, 7:24 PM IST

ଭୁବନେଶ୍ବର: ଭୁବନେଶ୍ବରରେ ଅଭିନେତ୍ରୀ ଅମିଶା ପଟେଲ । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛନ୍ତି ଅମିଶା । ରାଜଧାନୀର ଏକ ଗହଣା ଦୋକାନର ଶୁଭାରମ୍ଭ କରିବା ପାଇଁ ସେ ଭୁବନେଶ୍ବର ଆସିଥିବା ସୂଚନା ମିଳିଛି ।

ସ୍ମାର୍ଟସିଟିରେ ଅମିଶା ପଟେଲ୍

ଏଠାରେ ସୂଚନାଯୋଗ୍ୟ, ଅମିଶା ନିଜର ଫିଲ୍ଲ କ୍ୟାରିୟର 'କହୋନା ପ୍ୟାର ହୈ' ଭଳି ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ । ସେ ବଲିଉଡରେ ଉଭୟ ନେଗେଟିଭ୍ ଓ ପଜେଟିଭ୍ କ୍ୟାରେକ୍ଟର କରିଛନ୍ତି । ଏବେ ସେ ସଲମାନଙ୍କ ସହ ବିଗ ବସ ସିଜନ 13 ହୋଷ୍ଟ କରିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details