ଓଡିଶା

odisha

ETV Bharat / city

କାଳିଆ ପ୍ରେମରେ ଗୋବିନ୍ଦା - bollywood actor govinda

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇ ଥିବାବେଳେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଗୋବିନ୍ଦା ତାଙ୍କର ଭକ୍ତି ଜଣାଇଛନ୍ତି । ଅଧିକ ପଢନ୍ତୁ..

କାଳିଆ ପ୍ରେମରେ ଗୋବିନ୍ଦା
କାଳିଆ ପ୍ରେମରେ ଗୋବିନ୍ଦା

By

Published : Jan 10, 2020, 2:59 AM IST

ଭୁବନେଶ୍ବର: କଥାରେ ଅଛି ଜଗତର ନାଥ ଜଗନ୍ନାଥଙ୍କ ଡୋରି ଯାହାକୁ ଲାଗେ ସେ ହିଁ ଜାଣେ । ଆଉ ଏବେ ଜଗାର ଡୋରି ଲାଗିଛି ବଲିଉଡର ଷ୍ଟ୍ରିଟ ଡାନ୍ସର ଗୋବିନ୍ଦାଙ୍କୁ । ଗୁରୁବାର ଓଡ଼ିଶା ଆସି ଥିବାବେଳେ ସଭାମଝିରେ ସେ ଏହା ପ୍ରକାଶ କରିଛନ୍ତି ।

କାଳିଆ ପ୍ରେମରେ ଗୋବିନ୍ଦା

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇ ଥିବାବେଳେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଜଣାଇଛନ୍ତି । ଗୋବିନ୍ଦା କହିଛନ୍ତି, ଆମ ସମସ୍ତଙ୍କର ମହାରାଜା ହେଉଛନ୍ତି କେବଳ ଜଗଗତର ନାଥ ଜଗନ୍ନାଥ । ତାଙ୍କର ଲିଳାକୁ କେହି ବୁଝିପାରନ୍ତି ନାହିଁ ଆମେ କେବଳ ନିମିତ୍ତ ମାତ୍ର । ଏହାଛଡା ଗୋବିନ୍ଦା ଆଗାମୀ ଦିନରେ ଦୁଇଟି ଫିଲ୍ମରେ ନଜର ଆସିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details