ଭୁବନେଶ୍ବର: କୋଭିଡ ମାର୍ଗଦର୍ଶକ ଉଲ୍ଲଙ୍ଘନ ମାମଲାରେ ସିଲ ହେଲା କୋଚିଂ ସେଣ୍ଟର । ଭୁବନେଶ୍ୱର ଜୟଦେବ ବିହାର ଛକ ସ୍ଥିତ ହାପି କ୍ଲାସେସ୍ କୋଚିଂ ସେଣ୍ଟରକୁ ସିଲ କଲା ବିଏମସି । ଆଜି ଦିନତମାମ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଜାରି ରହିବ ଚଢାଉ ।
କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ସିଲ୍ ହେଲା କୋଚିଂ ସେଣ୍ଟର - କୋଭିଡ ନିୟମ ଉଲଂଘନ
କୋଭିଡ ମାର୍ଗଦର୍ଶକ ଉଲ୍ଲଙ୍ଘନ ମାମଲାରେ ସିଲ ହେଲା କୋଚିଂ ସେଣ୍ଟର। ଭୁବନେଶ୍ୱର ଜୟଦେବ ବିହାର ଛକ ସ୍ଥିତ ହାପି କ୍ଲାସେସ୍ କୋଚିଂ ସେଣ୍ଟରକୁ ସିଲ କଲା ବିଏମସି । ଅଧିକ ପଢନ୍ତୁ...
କୋଭିଡ ନିୟମ ଉଲଂଘନ ଅଭିଯୋଗ, ସିଲ୍ ହେଲା କୋଟିଂ ସେଣ୍ଟର
କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ସିଲ୍ ହେଲା କୋଚିଂ ସେଣ୍ଟର
ବିଏମସିର ୩ଟି ଜୋନରେ ହେବ ଚଢ଼ାଉ । ସଂକ୍ରମଣ ବୃଦ୍ଧିକୁ ମାତ୍ ଦେବାକୁ ବିଏମସିର ପଦକ୍ଷେପ । ଏହାସହ ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ଚଢ଼ାଉ ଜାରି ରହିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Apr 5, 2021, 12:38 PM IST