ଓଡିଶା

odisha

ETV Bharat / city

ଦୁଇଟି ସ୍ଥାନରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇଲା ବିଏମସି - two locations

ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇଲା ବିଏମସି । ଅଧିକ ପଢନ୍ତୁ...

BMC removed contenment zone
ଦୁଇଟି ସ୍ଥାନରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇଲା ବିଏମସି

By

Published : Apr 13, 2020, 6:28 PM IST

ଭୁବନେଶ୍ବର: ସୁନ୍ଦରପଦା ଓ ଯଦୁପୁର-ବେଗୁନିଆ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇଲା ବିଏମସି । ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ପରେ ସ୍ଥିତି ଅନୁଧ୍ୟାନ କରି ଏପରି ନିଷତ୍ତି ନିଆଯାଇଥିବା କହିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।

ଦୁଇଟି ସ୍ଥାନରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଇଲା ବିଏମସି

ସେପଟେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟାଯାଇଥିଲେ ବି ଆହୁରି 7 ଦିନ ପର୍ଯ୍ୟନ୍ତ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ଜାରି ରହିବ ବୋଲି ସେ କହିଛନ୍ତି । ସୂଚନାଥାଉକି, ଏହି ଦୁଇ ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ହଟିବା ପରେ ଭୁବନେଶ୍ବରରେ ଆଉ 3ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ବଳବତ୍ତର ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details