ଭୁବନେଶ୍ବର: ସପ୍ତାହ ନୁହେଁ କି 2 ସପ୍ତାହ । ଦୀର୍ଘ ଦେଢ ମାସ ଉପରେ ବନ୍ଦ ରହିଲାଣି ଦୋକାନ । ପୁଣି ଆଜି ଠାରୁ ମେ 31 ଯାଏ କଟକଣା ଲାଗୁ ହୋଇଛି । ଫଳରେ ରୋଜଗାର ବନ୍ଦ ହୋଇପଡିଛି । ଘର ଚଳେଇବା କାଠିକର ପାଠ ହୋଇପଡିଛି । ତେଣୁ ଆଉ ନୁହେଁ ଏଥିର ଦୋକାନ ଖୋଲିବେ । ବେପାର କରିବେ ।
ଖୋଲିଲା ମାର୍କେଟ ବିଲଡିଂ, ବିଏମସି ଚଢ଼ାଉ ବେଳେ ଘେରିଲେ ଦୋକାନୀ - market building reopen
ଦୀର୍ଘ ଦେଢ ମାସ ଧରି ବନ୍ଦ ରଖିବା ପରେ ଆଜି ମାର୍କେଟ ବିଲ୍ଡିଂରେ ଖୋଲିଥିଲା ଦୋକାନା । ବିଏମସ ଅଧିକାରୀ ଆସି ବାରଣ କରିବା ପରେ ଜିଦ ଅଟଳ ବ୍ୟବସାୟୀ ଅଧିକାରୀଙ୍କୁ ଘେରିଛନ୍ତି । ଅଧିକ ପଢନ୍ତୁ...
ଖୋଲିଲା ମାର୍କେଟ ବିଲଡିଂ
ଦୀର୍ଘ ଦିନ ପରେ ରାଜଧାନୀରେ ମାର୍କେଟ ବିଲଡିଂରେ ଖୋଲିଥିଲା ଦୋକାନ ବଜାର । ଏତେ ଦିନ ବନ୍ଦ ସମ୍ଭାଳି ନ ପାରି ଫେରିଥିଲେ ବେପାର କରିବାକୁ। ସେପଟେ ଦୋକାନ ଖୋଲୁ ଖୋଲୁ ବିଏମସି ଅଧିକାରୀ ଆସି ବାରଣ କରିଥିଲା । ହେଲେ ଦୋକାନ ଜିଦରେ ଅଟଳ ବ୍ୟବସାୟୀ ରାଗିଯାଇ ବିଏମସି ଅଧିକାରୀଙ୍କୁ ଘେରିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ