ଓଡିଶା

odisha

ETV Bharat / city

ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ - ବିଏମସି

ମହାନଗର ନିଗମରେ କୋଭିଡ ସ୍ଥିତି ନିୟନ୍ତ୍ରଣ ବାହାରେ । ଏହାକୁ ଦୃଷ୍ଟିରେ ରଖି 65 ଜଣ କର୍ମଚାରୀଙ୍କୁ ସାମିଲ କରିବ ବିଏମସି । ଅଧିକ ପଢନ୍ତୁ...

ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ
ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ

By

Published : Aug 22, 2020, 10:45 PM IST

ଭୁବନେଶ୍ୱର:ମହାନଗର ନିଗମରେ କୋଭିଡ ସ୍ଥିତି ନିୟନ୍ତ୍ରଣ ବାହାରେ । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର 26 ବିଭାଗର କର୍ମଚାରୀ ନିୟୋଜିତ ହେବେ।

ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ
ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ

ପ୍ରାୟ 65 ଜଣ କର୍ମଚାରୀ ଏଥିରେ ସାମିଲ ହେବେ । ଏଏସ ଓ, ଡାଟା ଏଣ୍ଟ୍ରି ଅପରେଟର ରହିଛନ୍ତି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details