ଓଡିଶା

odisha

By

Published : Jun 16, 2021, 6:21 PM IST

ETV Bharat / city

ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ: ସଞ୍ଜୟ ସିଂ

ଯେପର୍ଯ୍ୟନ୍ତ କୋଭିଡ ସଂଖ୍ୟା ହ୍ରାସ ନ ପାଇଛି, ସେପର୍ଯ୍ୟନ୍ତ ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ଅଧିକ ପଢନ୍ତୁ...

ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ
ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ

ଭୁବନେଶ୍ବର: ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରାଯିବ। ରାଜଧାନୀରେ ଅଧିକ କଡାକଡି ହେବ ଚେକିଂ। ଯେପର୍ଯ୍ୟନ୍ତ କୋଭିଡ ସଂଖ୍ୟା ହ୍ରାସ ନ ପାଇଛି, ସେପର୍ଯ୍ୟନ୍ତ ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ।

ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ

ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ କଟକଣା ଓ ନିୟମକୁ ଜୋରଦାର କରାଯିବ। ଅନେକ ସମୟରେ ଦୋକାନ ଉପରେ ଚଢ଼ାଉ କରାଯାଉଛି । ଆବଶ୍ୟକ ସ୍ଥଳେ ଫାଇନ ମଧ୍ୟ ଆଦାୟ କରାଯାଉଛି । ଆଗକୁ ମଧ୍ୟ ଅମାନିଆଙ୍କୁ ସାବାଡ଼ କରାଯିବ । ନିୟମ ଉଲଙ୍ଘନ କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଲି ପ୍ରଶାସନ ନୁହେଁ ବ୍ୟବସାୟୀ, ସାଧାରଣ ଲୋକେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details