ଓଡିଶା

odisha

ETV Bharat / city

ଦୃଷ୍ଟିହୀନ ଶିକ୍ଷକଙ୍କୁ ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ - ଦୃଷ୍ଟିହୀନ ଶିକ୍ଷକଙ୍କୁ ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ

ଦୃଷ୍ଟିହୀନ ଶିକ୍ଷକଙ୍କୁ ଶିକ୍ଷାନୁଷ୍ଠାନ ନଆସି ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟକୁ ଶିକ୍ଷା ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଦୃଷ୍ଟିହୀନ ଶିକ୍ଷକଙ୍କୁ ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ
ଦୃଷ୍ଟିହୀନ ଶିକ୍ଷକଙ୍କୁ ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ

By

Published : Apr 26, 2021, 8:19 PM IST

ଭୁବନେଶ୍ବର: ଦୃଷ୍ଟିହୀନ ଶିକ୍ଷକଙ୍କୁ ଶିକ୍ଷାନୁଷ୍ଠାନ ନ ଆସି ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟକୁ ଶିକ୍ଷା ବିଭାଗର ନିର୍ଦ୍ଦେଶ ।

ଦୃଷ୍ଟିହୀନ ଶିକ୍ଷକଙ୍କୁ ଅନ୍‌ଲାଇନ୍ କ୍ଲାସ କରିବାକୁ ପରାମର୍ଶ
କୋରୋନାକୁ ଦୃଷ୍ଟିରେ ରଖି ଦୃଷ୍ଟିହୀନ ଶିକ୍ଷକଙ୍କୁ ଶିକ୍ଷାନୁଷ୍ଠାନକୁ ନ ଆସି ଅନଲାଇନ ମାଧ୍ୟମରେ କ୍ଳାସ କରିବାକୁ ପରାମର୍ଶ ଦିଆଯାଇଛି । ପରବର୍ତ୍ତୀ ଆଦେଶ ଯାଏ ଘରେ ରହିବାକୁ ନିର୍ଦ୍ଦେଶ । ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଶିକ୍ଷା ପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଛି। ଏନେଇ ଶିକ୍ଷାବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details