ଓଡିଶା

odisha

ETV Bharat / city

ଦେଖି ନାହାନ୍ତି ରଙ୍ଗ, ରାଜଧାନୀବାସୀଙ୍କ ଦୁନିଆ କରୁଛନ୍ତି ରଙ୍ଗୀନ

ରାଜଧାନୀରେ ଜଣେ ଦୃଷ୍ଟିହୀନ ଯୁବକ ରଙ୍ଗ ବିକୁଥିବା ଦେଖିବାକୁ ମିଳିଛି। ୧୦ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରଙ୍ଗ ତାଙ୍କ ଦୋକାନରେ ରହିଛି ।

By

Published : Mar 22, 2019, 7:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜୀବନରଙ୍ଗରେ ରହିଯାଇଛି କିଛି ଅଭାବ । କିନ୍ତୁ ଅନ୍ୟମାନଙ୍କ ଜୀବନକୁରଙ୍ଗିନ କରିବା ପାଇଁ ପ୍ରୟାସରେ ରାଜଧାନୀରଜଣେ ଦୃଷ୍ଟିହୀନ ଯୁବକ । ରାଜରାସ୍ତାରେ ରଙ୍ଗବିକୁଛନ୍ତି ଅଜିତ କୁମାର ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ସୂଚନା ଅନୁଯାୟୀ, ଅଜିତ୍ କୁମାର ଦୃଷ୍ଟିହୀନସତ, କିନ୍ତୁ ଲୋକଙ୍କ ଉପରେ ତାଙ୍କର ପ୍ରଗାଢବିଶ୍ବାସ । ଦୋକାନରୁ କୌଣସି ଜିନିଷ ଚୋରି ବା ଠକେଇର ଅଭିଯୋଗ ହୋଇନାହିଁ । ସେ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରଙ୍ଗ ରଖି ବିକ୍ରି କରୁଛନ୍ତି । ସେ ବିଭିନ୍ନ ରଙ୍ଗ ସହ ପିଲାମାନଙ୍କର ଟୋପି ଏବଂ ଖେଳନା ବିକ୍ରି କରୁଛନ୍ତି। ତେବେ ସେ କେବେ ନିଜ ଜୀବନକୁ ନେଇ ଦୁଃଖ କରିନଥିବା ବେଳେ ସଂଘର୍ଷ କରି ଜିତିବାର ମଜା ନିଆରା ବୋଲି କହିଛନ୍ତି। ଅଜିତ୍ ହୋଲି ପର୍ବ ଭଳି ବିଭିନ୍ନ ପର୍ବରେ ଛୋଟ ଛୋଟ ଦୋକାନ କରି ରାସ୍ତାରେ ବିକ୍ରି କରିଥାନ୍ତି।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details