ଓଡିଶା

odisha

ETV Bharat / city

OAS ରେଜଲ୍ଟ; 161 ରାଙ୍କରେ ଦିବ୍ୟାଙ୍ଗ ତପସ୍ବିନୀ - ଦୃଷ୍ଟିବାଧିତ ଝିଅ ତପସ୍ବିନୀ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ 161 ରାଙ୍କରେ ରାଜଧାନୀର ଦିବ୍ୟାଙ୍ଗ ଝିଅ ତପସ୍ବିନୀ ଦାସ । ଅଧିକ ଖବର ଜାଣନ୍ତୁ...

OAS ରେଜଲ୍ଟ; 161 ରାଙ୍କରେ ଦୃଷ୍ଟିବାଧିତ ଝିଅ ତପସ୍ବିନୀ
OAS ରେଜଲ୍ଟ; 161 ରାଙ୍କରେ ଦୃଷ୍ଟିବାଧିତ ଝିଅ ତପସ୍ବିନୀ

By

Published : Jan 7, 2020, 8:07 PM IST


ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ 161 ରାଙ୍କରେ ରାଜଧାନୀର ଦିବ୍ୟାଙ୍ଗ ଝିଅ ତପସ୍ବିନୀ ଦାସ । 7 ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିବା ତପସ୍ବିନୀ ବେଶ ସଂଘର୍ଷ କରିଛନ୍ତି ।

ତେବେ ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ସଂଘର୍ଷ ପରେ ସଫଳତାର କାହାଣୀ ବିଷୟରେ...

OAS ରେଜଲ୍ଟ; 161 ରାଙ୍କରେ ଦୃଷ୍ଟିବାଧିତ ଝିଅ ତପସ୍ବିନୀ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details