ଭୁବନେଶ୍ବର: ‘ପେଗାସସ’ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । ଆଜି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଓଡିଶା ଗସ୍ତ ଅବସରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛି ଦଳ ।
ପେଗାସସ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା, ଦେଶ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ବିରୋଧୀ - ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ
ପେଗାସସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । ଦେଶ ବିରୋଧୀ ସହ ମୋଦି ସରକାରକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କହିଲା ଦଳ । ଅଧିକ ପଢନ୍ତୁ...
ପେଗାସସ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା, ଦେଶ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ବିରୋଧୀ ପେଗାସସ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା, ଦେଶ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ବିରୋଧୀ
ପେଗାସସ ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା, ଦେଶ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ବିରୋଧୀ
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି, କିଛି ଲୋକ ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଦେଶ ବିରୋଧୀ ଶକ୍ତି ସହାୟତା କରୁଛନ୍ତି । ବିରୋଧୀ ଏହାକୁ ଅଯଥା ପ୍ରସଙ୍ଗ କରୁଛନ୍ତି । ସେହିପରି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ମତରଖି, କିଛି ଲୋକ ଏହି ପ୍ରସଙ୍ଗକୁ ମୋଦି ସରକାର ବିରୋଧରେ ଅସ୍ତ୍ର କରିଛନ୍ତି ବୋଲି କହିଛନ୍ତି । ଏଥିରେ ସେମାନେ ସଫଳ ହୋବେ ନାହିଁ ବୋଲି କହିଛନ୍ତି ସମ୍ବିତ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ