ଭୁବନେଶ୍ବର: ବୁଧବାର ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓଡିଶା ଆସିବେ । ପ୍ରଭାରୀ ଭାବରେ ତାଙ୍କର ଏହା ପ୍ରଥମ ଓଡିଶା ଗସ୍ତ ।
ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ - BJP Prabhari
ଆସନ୍ତାକାଲି ବିଜେପି ପ୍ରଭାରୀ ପ୍ରଥମ ଥର ପାଇଁ ଓଡିଶା ଗସ୍ତ କରିବେ । 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଡି.ପୁରନ୍ଦେଶ୍ୱରୀ । ଅଧିକ ପଢନ୍ତୁ..
![ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ](https://etvbharatimages.akamaized.net/etvbharat/prod-images/768-512-9812570-thumbnail-3x2-bjp.jpg)
ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ
ତିନିଦିନିଆ ଗସ୍ତରେ ଆସି ସେ ରାଜ୍ୟ ବିଜେପିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଦଳର ଆଗାମୀ ରଣନୀତି ନେଇ ମଧ୍ୟ ନେତୃମଣ୍ଡଳୀଙ୍କ ଆଲୋଚନା କରିବେ । ଆସନ୍ତାକାଲି ଅପରାହ୍ନ ରେ ସେ ଆସିବା କାର୍ଯ୍ୟକ୍ରମ ରହିଛି ।
ରାଜ୍ୟର ବିଭିନ୍ନ ନେତୃମଣ୍ଡଳୀଙ୍କ ଆଲୋଚନା ହେବର କାର୍ଯ୍ୟକ୍ରମ ରହିଛି । ଏହାସହ ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବାର ସେଡ୍ୟୁଲ ରହିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ