ଓଡିଶା

odisha

ETV Bharat / city

କଂଗ୍ରେସ କେବଳ ବିରୋଧ କରିବା ଜାଣିଛି: ବିଜେପି - ନାଗରିକତା ସଂଶୋଧନ ବିଲ

ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଭୁବନେଶ୍ବରରେ ଧାରଣା ଦେଇଛି କଂଗ୍ରେସ। ଏହାକୁ ସମାଲୋଚନା କରିଛି ରାଜ୍ୟ ବିଜେପି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Dec 11, 2019, 2:37 PM IST

ଭୁବନେଶ୍ବର: ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଭୁବନେଶ୍ବରରେ ଧାରଣା ଦେଇଛି କଂଗ୍ରେସ । ଏହାକୁ ସମାଲୋଚନା କରିଛି ରାଜ୍ୟ ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଳର ବରିଷ୍ଠ ନେତା ବିଭୁ ତରାଇ କହିଛନ୍ତି, ଏହି ବିଲ ଭାରତର ପଡୋଶୀ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣରୁ ସୁରକ୍ଷା ଦେବ । କଂଗ୍ରେସର ଅଭ୍ୟାସ ହେଉଛି ବିରୋଧ କରିବା। ପୂର୍ବରୁ ମଧ୍ୟ ଏହା ପ୍ରମାଣିତ ହୋଇଛି। ତେଣୁ ଏହାକୁ ସେ ସମର୍ଥନ କରିବ ନାହିଁ । ଏଥିସହ ସେ କହିଛନ୍ତି, ଆମେ ଦୃଢ଼ ନିଶ୍ଚିତ କି ଏହି ବିଲ ପାରିତ ହେବା ସହ ଆଇନରେ ପରିଣତ ହେବ। କେବଳ ବିଜେଡି ନୁହେଁ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ବିଜେପିକୁ ସମର୍ଥନ କରୁଥିବା ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details