ଭୁବନେଶ୍ବର :ଭଦ୍ରକ ଚାନ୍ଦବାଲି ବ୍ଲକର ଜୋନ ନମ୍ବର 1ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରାକେଶ ନାୟକ ଖୁଲମଖୁଲା ଟଙ୍କା ବଣ୍ଟାକୁ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରୁଛି । ସରପଞ୍ଚ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଟଙ୍କା ବାଣ୍ଟୁଥିବାର ଅଭିଯୋଗ ନେଇ ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ଆସି ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ ।
ଏହାବି ପଢନ୍ତୁ :Panchayat Polls: ସରପଞ୍ଚ ପଦବୀ ପାଇଁ ନଣନ୍ଦ-ଭାଉଜ ଲଢେଇ