ଓଡିଶା

odisha

ETV Bharat / city

ପୁରୀ ଗଣଦୁଷ୍କର୍ମ ଘଟଣା; ‘ଆମେ ରାଜନୀତି କରୁନୁ, ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ’ - bjp mahila morcha pressmeet

ପୁରୀ ଗଣଦୁଷ୍କର୍ମକୁ ନେଇ ଘନଉଛି ରାଜନୈତିକ ବିବାଦ । ସରକାରକୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରସ । ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିବାକୁ ଦାବି କରିଛି ବିଜେପି ।

bjp-mahila-morcha
bjp-mahila-morcha

By

Published : Dec 4, 2019, 3:40 AM IST

Updated : Dec 4, 2019, 7:28 AM IST

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀଙ୍କ ଚକ୍ରବ୍ୟୁହରେ ସରକାର । ବିଜେପି ଓ କଂଗ୍ରେସ ଏନେଇ ଉଭୟେ ଘେରିଛନ୍ତି । କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛି ।

ଆମେ ରାଜନୀତି କରୁ ନାହୁଁ, ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ’

ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ମୁହଁ ନଖୋଲିଲେ ଆମେ ତାଙ୍କୁ ଭେଟିବୁ । ପୁରୀ ଓ ରାଇରଙ୍ଗପୁର ଘଟଣା ପୋଲିସର ପାରିବା ପଣିଆ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି । କିନ୍ତୁ ଏଭଳି ସମୟରେ ଖୋଦ ଗୃହମନ୍ତ୍ରୀ ଚୁପ ରହୁବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 4, 2019, 7:28 AM IST

ABOUT THE AUTHOR

...view details