ଓଡିଶା

odisha

ETV Bharat / city

ବିଜେପି ଷ୍ଟାର ପ୍ରଚାରକ ତାଲିକା ଘୋଷିତ, ଟପରେ ପିଏମ

ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ ଗୁରୁ ଦାୟିତ୍ବ । ସାଧାରଣ ନିର୍ବାଚନ ପାଇଁ ଦାମୋଦର ରାଉତଙ୍କୁ ବିଜେପି ନିର୍ବାଚନ ପ୍ରଚାର କମିଟିର ଆବାହକ ଦାୟିତ୍ବ ମିଳିଛି ।

By

Published : Mar 21, 2019, 12:02 AM IST

ଫାଇଲ ଫଟୋ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ ଗୁରୁ ଦାୟିତ୍ବ । ସାଧାରଣ ନିର୍ବାଚନ ପାଇଁ ଦାମୋଦର ରାଉତଙ୍କୁ ବିଜେପି ନିର୍ବାଚନ ପ୍ରଚାର କମିଟିର ଆବାହକ ଦାୟିତ୍ବ ମିଳିଛି ।

ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପାର୍ଟିର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତଙ୍କୁ ଇଲେକ୍ସନ କ୍ୟାମ୍ପେନ କମିଟିର କନଭେନର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳୀୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details