ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନ ଛାଡି ବିଜେପିରେ ମିଶିଲେ ନେତା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା ।
ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ମିଶିଲେ ନେତା - ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନ ଛାଡି ବିଜେପିରେ ଯୋଗ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ଜିଲ୍ଲା ବିଜେଡି ସଂଗଠନ ଛାଡି ବିଜେପିରେ ମିଶିଲେ ନେତା । ଅଧିକ ପଢନ୍ତୁ
ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ମିଶିଲେ ନେତା
ସଭାପତି ସମୀର ମହାନ୍ତି ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଦଳକୁ ସୁଦୃଢ଼ କରିବା ପାଇଁ ଯୁବପିଢି ନିହାତି ଆବଶ୍ୟକ । ଏହି ମିଶ୍ରଣ ପର୍ବରେ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲା ସଭାପତି ବାବୁ ସିଂ, ଜଗା ପ୍ରଧାନଙ୍କ ସମେତ ବରିଷ୍ଠ ବିଜେପି ନେତା ଓ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ