ଭୁବନେଶ୍ବର:ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି । କେନ୍ଦୁଝର ଜୋନ 7 ପଣ୍ଡାପଡାରେ ରିପୁଲିଂ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଦଳ । ଏହି ଅଞ୍ଚଳର ମତଦାନ କେନ୍ଦ୍ରରେ ବିଶୃଙ୍ଖଳା କାରଣରୁ ଭୋଟ ଦାନ ବ୍ୟାହତ ହୋଇଥିବା ନେଇ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲା ଦଳ ।
ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି - କେନ୍ଦୁଝର ସାନିମତଦାନ ଦାବି କଲା ବିଜେପି
ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି । କେନ୍ଦୁଝର ଜୋନନଂ 7 ପଣ୍ଡାପଡାରେ ରିପୁଲିଂ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଦଳ । ଅଧିକ ପଢନ୍ତୁ
![ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ବିଜେପି](https://etvbharatimages.akamaized.net/etvbharat/prod-images/768-512-14537035-thumbnail-3x2-fr.jpg)
ବିଜେପି
ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ ରିପୁଲିଂ ପାଇଁ ନିର୍ଦ୍ଦେଶ ଦେଇ ନଥିବାରୁ ପୁନଶ୍ଚ କମିଶନଙ୍କୁ ଭେଟି ରିପୁଲିଂ ପାଇଁ ଦାବି ଜଣାଇଛନ୍ତି କେନ୍ଦୁଝର ପଣ୍ଡାପଡା ବାସିନ୍ଦା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Feb 22, 2022, 9:57 PM IST