ଭୁବନେଶ୍ବର: ଜନସଙ୍ଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜୟନ୍ତୀ ପାଳନ କରିଛି ବିଜେପି। ଭାରତର ଅଖଣ୍ଡତାର ଉପାସକ ଥିଲେ ଶ୍ରୀ ମୁଖାର୍ଜୀ। ତେଣୁ ତାଙ୍କ ଜୟନ୍ତୀରେ ପାର୍ଟି ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରିଥିଲା। ପାର୍ଟିର ସଭାପତି ସମୀର ମହାନ୍ତିଙ୍କ ସମେତ କାର୍ଯ୍ୟକ୍ରମରେ ଜିଲ୍ଲାର ସଭାପତି ବାବୁ ସିଂ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜୟନ୍ତୀ ପାଳନ କଲା ବିଜେପି - Shyama Prasad Mukherjee
ଜନସଙ୍ଘର ପ୍ରତିଷ୍ଠାତା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜୟନ୍ତୀ ପାଳନ କରିଛି ବିଜେପି। ଭାରତର ଅଖଣ୍ଡତାର ଉପାସକ ଥିଲେ ଶ୍ରୀ ମୁଖାର୍ଜୀ। ଅଧିକ ପଢନ୍ତୁ...
![ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜୟନ୍ତୀ ପାଳନ କଲା ବିଜେପି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି](https://etvbharatimages.akamaized.net/etvbharat/prod-images/768-512-12371301-thumbnail-3x2-bbsr.jpg)
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି
ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍ଟି ପାଇଁ ଅନେକ କାମ କରିଛନ୍ତି। ଦେଶକୁ ଯୋଡିବାରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି ସାଂସଦ ଅପରାଜିତା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
TAGGED:
Shyama Prasad Mukherjee