ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(BMC) 21 ନମ୍ବର ୱାର୍ଡ ଇଭିଏମ ଟାମ୍ପରିଂ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥିନୀ। ଗତକାଲି ଷ୍ଟ୍ରଙ୍ଗ ରୁମରେ ଅନଧିକୃତ ପ୍ରବେଶ କରି ଟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି ନିଜେ ପ୍ରାର୍ଥିନୀ ।
Ulb Result: ଇଭିଏମ ଟାମ୍ପରିଂ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥିନୀ
ଭୁବନେଶ୍ବର ମହାନଗର ନିଗମ(BMC) 21 ନମ୍ବର ୱାର୍ଡ ଇଭିଏମ ଟାମ୍ପରିଂ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥିନୀ। ଗତକାଲି ଷ୍ଟ୍ରଙ୍ଗ ରୁମରେ ଅନଧିକୃତ ପ୍ରବେଶ କରି ଟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି ନିଜେ ପ୍ରାର୍ଥୀନୀ। ଅଧିକ ପଢନ୍ତୁ
ଇଭିଏମ ଟାମ୍ପରିଂ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥିନୀ
ଇଭିଏମ ମେସିନରେ ତାଳମେଳ ନଥିବା ଅଭିଯୋଗ ଆଣି ଗଣତି କେନ୍ଦ୍ର ବାହାରକୁ ପଳେଇ ଆସିଲେ ପ୍ରାର୍ଥିନୀ । କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି ବିଜେପି ପ୍ରାର୍ଥିନୀ ଚିତ୍ରା ବେହେରା ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ