ଭୁବନେଶ୍ବର: ସୁଦୃଢ ହେଉଛି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା । ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳ ଘୋଷଣା କଲା ଜିଲ୍ଲା ପ୍ରଭାରୀ ତାଲିକା । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ।
ଅନୁଗୋଳ- ସୁଷମାରାଣୀ ବିଶ୍ବାଳ
ବାଲେଶ୍ବର- ନିରୋଜ ନଳିନୀ ମହାଳିକ
ବରଗଡ- ସବିତା ନନ୍ଦ
ଭଦ୍ରକ– ଶୋଭନା ମହାନ୍ତି
ଭୁବନେଶ୍ବର- ପ୍ରତିଭା ଶତପଥୀ
ବଲାଙ୍ଗୀର- ମୁକ୍ତା ସାହୁ
ବୌଦ୍ଧ- ଇତିଶ୍ରୀ ଜେନା
କଟକ ନଗର-କାନନବାଳା ପଟ୍ଟନାୟକ
କଟକ ସଦର- ମାନସୀ ହରିଚନ୍ଦନ
ଦେବଗଡ-ସଂଘମିତ୍ରା ପ୍ରଧାନ
ଢେଙ୍କାନାଳ- ଗୀତାରାଣୀ ଦାସ
ଗଜପତି-ମୀନା ଦ୍ୟାନସାମନ୍ତରାୟ
ଗଞ୍ଜାମ-ଅପର୍ଣା ଧୀର ସିଂହ
ଘୁମୁସୁର-କସ୍ତୁରୀ ମିଶ୍ର
ଜଗତସିଂହପୁର- ସୁମତି ଦେ
ଯାଜପୁର-ମନସ୍ମିତା ଖୁଂଟିଆ
ଝାରସୁଗୁଡା-କଳ୍ପନା ଲେଙ୍କା