ଭୁବନେଶ୍ବର: କଂଗ୍ରେସ କୁମ୍ଭୀର କାନ୍ଧଣା କାନ୍ଦୁଛି । ତୈଳ ଅର୍ଥନୀତି ସମଗ୍ର ବିଶ୍ଵରେ ଅସୁବିଧା ସ୍ତିତିରେ ଅଛି । ତୈଳ ଅର୍ଥମନ୍ତ୍ରୀ ସଜାଡିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଦର ବଢିବାକୁ ନେଇ ଯେଉଁ ମାନେ ପ୍ରତିବାଦ କରୁଛନ୍ତି ସେମାନେ କମିଲେ ଧନ୍ୟବାଦ ଦେବେକି ବୋଲି ପ୍ରଶ୍ନ କରିଛି ବିଜେପି ।
କଂଗ୍ରେସର ପ୍ରତିବାଦକୁ ବିଜେପିର ତାଛଲ୍ୟ
ତୈଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦକୁ ତାଛ୍ୟଲ କରିଛି ବିଜେପି । କଂଗ୍ରେସ ମିଛ କାନ୍ଦଣା କାନ୍ଦୁଛି ବୋଲି ଆଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...
କଂଗ୍ରେସର ପ୍ରତିବାଦକୁ ବିଜେପିର ତାଛଲ୍ୟ
ତେଣୁ ଆଜି ଅରାଜକତା ସୃଷ୍ଟି କରିବା ଅପେକ୍ଷା କଂଗ୍ରେସ ଦଳ ଯେଉଁ ସ୍ଲୋଗାନ ଦେଇଥିଲା ଗରିବି ହଟାଓ ନାରର ଉତ୍ତର ଦେଶବାସୀଙ୍କୁ ଦେବାର ଅଛି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ସୂଚନା ଅନୁସାରେ ଲଗାତାର ୨୨ଦିନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ଦର ବଢୁଛି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜଭବନ ଠାରେ କେନ୍ଦ୍ରୀୟ ଗୁଇନ୍ଦା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ