ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ପୁରୀରୁ ବିଜୁ ଜନତା ଦଳର ଲୋକସଭା ସାଂସଦ ପିନାକୀ ମିଶ୍ର । ତେବେ କେଉଁ କାରଣରୁ ସାଂସଦ ପିନାକୀ ମିଶ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି ତାହା ଜଣାପଡିନାହିଁ ।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ପିନାକୀ ମିଶ୍ର - ବିଜେଡି ସାଂସଦ ପିନାକୀ ମିଶ୍ର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ଲୋକସଭା ସାଂସଦ ପିନାକୀ ମିଶ୍ର । ସାକ୍ଷାତକାରର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ପିନାକୀ ମିଶ୍ର
ପୂର୍ବରୁ କୃଷି ବିଧେୟକକୁ ସଂସଦରେ ବିରୋଧ କରିଥିଲେ ବିଜେଡି ସାଂସଦ । ରାଜ୍ୟସଭାରେ ବିଲ ସମ୍ପର୍କରେ ହେଉଥିବା ଆଲୋଚନା ସମୟରେ ଏହାକୁ ବିଜେଡି ସାଂସଦମାନେ ବିରୋଧ କରିଥିଲେ ।
ଅନ୍ୟପକ୍ଷେ ରାଜ୍ୟରେ କୋରୋନା ସଙ୍କଟ ବିଗିଡିବାରେ ଲାଗିଛି । ଏଥିପାଇଁ ଆବଶ୍ୟକ ରହିଛି ଆର୍ଥିକ ସହାୟତା । ତେବେ ଏନେଇ ସାଂସଦ ପିନାକୀ ମିଶ୍ର ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।