ଓଡିଶା

odisha

ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରୁ କହିଲେ ସାଂସଦ - ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରୁ ବୋଲି କହିଛନ୍ତି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରୁ କହିଲେ ସାଂସଦ ମୁନ୍ନା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରୁ କହିଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରୁ କହିଲେ ସାଂସଦ ମୁନ୍ନାଲେ ସାଂସଦ ମୁନ୍ନା

By

Published : May 15, 2022, 7:38 PM IST

ଭୁବନେଶ୍ବର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା କୋର୍ଟରେ ବିଚାରଧୀନ ରହିଛି । ତେଣୁ ଏ ବିଷୟରେ କିଛି କହିବାକୁ ଚାହୁଁନାହୁଁ । ଯଦି ଅନ୍ୟ କୌଣସି ଦଳର ଲୋକେ କିଛି କହୁଛନ୍ତି ତେବେ ସେ ଆଇନକୁ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି ବିଜେଡ଼ି ସାଂସଦ ମୁନ୍ନା ଖାଁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ ସ୍ପଷ୍ଟ କରୁ କହିଲେ ସାଂସଦ

ସେ ଆହୁରି କହିଛନ୍ତି ଯେ, "ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ କ୍ଳିଅର କରନ୍ତୁ । ତାଙ୍କ ବିଧାୟକ ଗୋଟେ କଥା ସାଂସଦ ଅନ୍ୟ ଏକ କଥା କହୁଛନ୍ତି । ସେ କ୍ଳିଅର ହୋଇପାରୁ ନାହାନ୍ତି । ସେମାନଙ୍କ ମଧ୍ୟରେ ପ୍ରକଳ୍ପକୁ ନେଇ ଦ୍ଵନ୍ଦ୍ବ ରହୁଛି, ତାକୁ ଦୂର କରନ୍ତୁ । ସେମାନଙ୍କ ଭିତରେ କିଛି ବିବାଦ ରହିଛି, ତେଣୁ ଜଣେ ଅନ୍ୟ ଜଣକ ଉପରେ ଦୋଷ ଲଦାଲଦି ହେଉଛନ୍ତି । "

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details