ଓଡିଶା

odisha

ETV Bharat / city

ଅରୂପ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ

ବାଚସ୍ପତିଙ୍କ ଅନୁମୋଦନ କ୍ରମେ ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ବିଧାନସଭା ଗୃହ କମିଟିର ସଭ୍ୟ ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।

By

Published : Oct 29, 2019, 11:37 PM IST

ଅରୂପ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ମିଳିଲା ନୂଆ ଦାୟିତ୍ବ । ତାଙ୍କୁ ବିଧାନସଭା ଗୃହକମିଟିର ସଭ୍ୟ ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।

ଅରୂପ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ

ତେବେ ବାଚସ୍ପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ମନୋନୀତ ସଭ୍ୟ ଭାବରେ ସେ କାମ କରିବେ । ବିଶେଷକରି ରାଜ୍ୟରେ ବଢୁଥିବା ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ ଉପରେ ସେ କାର୍ଯ୍ୟ କରିବେ । ବିଧାନସଭା ସଚିବାଳୟରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details