ଭୁବନେଶ୍ବର: ବିଜୁଜନତା ଦଳ ପକ୍ଷରୁ 30ଟି ଜିଲ୍ଲାର 33ଟି ସାଙ୍ଗଠନିକ ସଭାପତିଙ୍କ ତାଲିକା ଘୋଷଣା କରାଯାଇଛି । ଦେଖନ୍ତୁ କିଏ ହେଲେ କେଉଁ ଜିଲ୍ଲାର ସଭାପତି....
କେନ୍ଦୁଝର - ମାଧବ ସର୍ଦ୍ଦାର
ଖୋର୍ଦ୍ଧା- ବିଭୂତି ଭୂଷଣ ବଳବନ୍ତରାୟ
କୋରାପୁଟ- ଈଶ୍ବର ପାଣିଗ୍ରାହୀ
ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
ମୟୂରଭଞ୍ଜ(ସଦର)- ସୁଦାମ ମାରାଣ୍ଡି
ମୟୂରଭଞ୍ଜ- କାଶୀନାଥ ହେମ୍ବ୍ରମ
ନବରଙ୍ଗପୁର- ରମେଶ ମାଝୀ
ନୟାଗଡ- ରମେଶ ବେହେରା
ନୂଆପଡା- ମନୋଜ ମିଶ୍ର
ପୁରୀ- ମହେଶ୍ବର ମହାନ୍ତି
ରାୟଗଡା- ସୁଧୀର ଦାସ
ରାଉରକେଲା- ସାରଦା ପ୍ରସାଦ ନାୟକ
ସମ୍ବଲପୁର- ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର- ସରୋଜ କାମ୍ପା
ସୁନ୍ଦରଗଡ- ବିନୟ ଟପ୍ପୋ