ଓଡିଶା

odisha

ETV Bharat / city

Brajarajnagar Bypoll: BJDର ଷ୍ଟାର କ୍ୟାମ୍ପେନର ଘୋଷଣା, ପ୍ରଚାର କରିବେ ନବୀନ - ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଷ୍ଟାର କ୍ୟାମ୍ପେନର ତାଲିକା

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା । ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Brajarajnagar Bypoll: BJDର ଷ୍ଟାର କ୍ୟାମ୍ପେନର ଘୋଷଣା, ପ୍ରଚାର କରିବେ ନବୀନ
Brajarajnagar Bypoll: BJDର ଷ୍ଟାର କ୍ୟାମ୍ପେନର ଘୋଷଣା, ପ୍ରଚାର କରିବେ ନବୀନ

By

Published : May 17, 2022, 10:57 AM IST

Updated : May 17, 2022, 4:57 PM IST

ଭୁବନେଶ୍ବର/ଝାରସୁଗୁଡା:ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BJD ମଙ୍ଗଳବାର ଶକ୍ତିଶାଳୀ 40 ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ରହିଛି । 40 ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକାରେ ପଶ୍ଚିମ ଓଡ଼ିଶାର ନେତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ତାଲିକାରେ ନବୀନଙ୍କ ବ୍ୟତୀତ 8 ମନ୍ତ୍ରୀ ରହିଥିବା ବେଳେ 5 ରୁ ଅଧିକ ସାଂସଦ ଓ 25 ରୁ ଅଧିକ ବିଧାୟକ ରହିଛନ୍ତି ।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ BJDରଷ୍ଟାର କ୍ୟାମ୍ପେନର ତାଲିକା:-

Brajarajnagar Bypoll: BJDର ଷ୍ଟାର କ୍ୟାମ୍ପେନର ଘୋଷଣା, ପ୍ରଚାର କରିବେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୁଜାରୀ, ପ୍ରତାପ ଜେନା, ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସମୀର ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂଦେଓ, ସୁବାସ ସିଂ, କଳିକେଶ ନାରାୟଣ ସିଂ ଦେଓ, ସ୍ନେହାଙ୍ଗିନୀ ଛୁରୀଆ, ସସ୍ମିତ ପାତ୍ର, ସୁଜିତ କୁମାର, ମୁଜିବୁଲ୍ଲା ଖାଁ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡେଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆ, ରିତା ସାହୁ, ପ୍ରଶାନ୍ତ ବେହେରା, ନଳିନୀ କାନ୍ତ ପ୍ରଧାନ, ସରୋଜ ମେହେର, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ପ୍ରଦୀପ କୁମାର ଦିସାରୀ, କିଶୋର ଚନ୍ଦ୍ର ନାୟକ, ଆକାଶ ଦାସନାୟକ, ଯୋଗେଶ ସିଂ, ଅରିନ୍ଦମ ରାୟ, ସୌଭାଗ୍ୟ ନାୟକ ଓ ବୈକୁଣ୍ଠ ନାୟକଙ୍କ ନାମ ତାଲିକାରେ ରହିଛି ।

Brajarajnagar Bypoll: BJD ଘୋଷଣା କଲା 40 ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଏବଂ ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : May 17, 2022, 4:57 PM IST

ABOUT THE AUTHOR

...view details