ଓଡିଶା

odisha

ETV Bharat / city

ଚିଲିକା ପକ୍ଷୀ ଗଣନା ରିପୋର୍ଟ, ଗତବର୍ଷ ତୁଳନାରେ ବଢିଛନ୍ତି 2 ଲକ୍ଷ - ଚିଲିକାରେ ପ୍ରାୟ 10 ଲକ୍ଷ 47 ହଜାର ପକ୍ଷୀ

ଚଳିତ ବର୍ଷ ଚିଲିକାରେ ପ୍ରାୟ 10 ଲକ୍ଷ 47 ହଜାର ପକ୍ଷୀ ରହିଥିବା ଜଣାପଡିଛି।

bird census report
ଚିଲିକା ପକ୍ଷୀ ଗଣନା ରିପୋର୍ଟ, ଗତବର୍ଷ ତୁଳନାରେ ବଢିଛନ୍ତି 2 ଲକ୍ଷ

By

Published : Jan 3, 2020, 8:53 PM IST

Updated : Jan 3, 2020, 11:53 PM IST

ଭୁବନେଶ୍ବର: ଚିଲିକା ହ୍ରଦରେ କରାଯାଇଥିବା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଚିଲିକାରେ ପ୍ରାୟ 10 ଲକ୍ଷ 47 ହଜାର ପକ୍ଷୀ ରହିଥିବା ଜଣାପଡିଛି। 2018ରେ ଏହି ସଂଖ୍ୟା 8 ଲକ୍ଷ 67 ହଜାର ରହିଥିଲା।

ଚିଲିକା ପକ୍ଷୀ ଗଣନା ରିପୋର୍ଟ

ଚିଲିକାରେ ପକ୍ଷୀ ଗଣନା କରିବାକୁ 27ଟି ଦଳ ଗଠନ କରାଯାଇଥିଲା ବେଳେ ପ୍ରତି ଦଳରେ 4ରୁ 6ଜଣ ଲେଖାଏଁ ଗଣନାକାରୀ, 2 ଜଣ ବିଶେଷଜ୍ଞ ଏବଂ କିଛି ସହଯୋଗୀଙ୍କୁ ସାମିଲ କରାଯାଇଥିଲା ।

ଚିଲିକା ପକ୍ଷୀ ଗଣନା ରିପୋର୍ଟ

ଚିଲିକା ହ୍ରଦ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଉପସ୍ଥିତ ପକ୍ଷୀଙ୍କ ଗଣନା କରିବା ସହ ନୂତନ ଭାବେ ଆସିଥିବା ପକ୍ଷୀଙ୍କୁ ଚିହ୍ନଟ କରିଥିବା ଜଣାପଡିଛି।

ଚିଲିକା ପକ୍ଷୀ ଗଣନା ରିପୋର୍ଟ, ଗତବର୍ଷ ତୁଳନାରେ ବଢିଛନ୍ତି 2 ଲକ୍ଷ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 3, 2020, 11:53 PM IST

ABOUT THE AUTHOR

...view details