ଓଡିଶା

odisha

ETV Bharat / city

କଟାମୁଣ୍ଡ ଅଭିଯୁକ୍ତର ଧରାପଡିଲା ଚାଲାକି, ରିମାଣ୍ଡ ବେଳେ ସତ ଓଗାଳିଲା ପୋଲିସ - commissionerate police

କଟାମୁଣ୍ଡ ଅଭିଯୁକ୍ତର ଧରାପଡିଲା ଚାଲାକି । ରିମାଣ୍ଡ ବେଳେ ପୋଲିସ ଆଗରେ ସତ ଓଗାଳିଲା ଅଭିଯୁକ୍ତ । ଏନେଇ ଗାଡିକୁ ଜବତ କରିଛି ପୋଲିସ। ଅଧିକ ପଢନ୍ତୁ...

Bike seized from Kanchamal area by commissionerate police
କଟାମୁଣ୍ଡ ଅଭିଯୁକ୍ତର ଧରାପଡିଲା ଚାଲାକି, ରିମାଣ୍ଡ ବେଳେ ସତ ଓଗାଳିଲା ପୋଲିସ

By

Published : Feb 14, 2021, 10:59 PM IST

ଭୁବନେଶ୍ବର: ମିଳିଲା ପୁଷ୍ପଲତାଙ୍କ ଗାଡି । କଟାମୁଣ୍ଡ ଅଭିଯୁକ୍ତର ଧରାପଡିଲା ଚାଲାକି । ରିମାଣ୍ଡ ବେଳେ ପୋଲିସ ଆଗରେ ସତ ଓଗାଳିଲା ଅଭିଯୁକ୍ତ ।

କଟାମୁଣ୍ଡ ଅଭିଯୁକ୍ତର ଧରାପଡିଲା ଚାଲାକି, ରିମାଣ୍ଡ ବେଳେ ସତ ଓଗାଳିଲା ପୋଲିସ

ରାଜଧାନୀର ବହୁ ଚର୍ଚ୍ଚିତ ତଥା ଲୋହର୍ଷଣକାରୀ କଟାମୁଣ୍ଡ ଘଟଣାରେ ପୋଲିସକୁ ଆଉ ଏକ ନୂଆ ତଥ୍ୟ ମିଳିଛି । ନିଜର କହି ପୁଷ୍ପଲତାର ଗାଡିକୁ କନ୍ଧମାଳରେ ରଖିଥିଲା ଅଭିଯୁକ୍ତ ସଂଜୟ। ଏନେଇ କନ୍ଧମାଳର ଉଦୟଗିରି ଥାନା ଅଞ୍ଚଳର ଜଣେ ଚିହ୍ନା ଲୋକକୁ ଗାଡି ଦେଇଥିଲା ରଖିବାକୁ। ଯେଉଁ ଗାଡିକୁ ପୁଷ୍ପଲତା ଚଲାଉଥିଲେ ନିତିଦିନ। କାରଣ ପୁଷ୍ପଲତାକୁ ହତ୍ଯାପରେ କାଳେ ଧରାପଡିଯିବ ସେନେଇ ଗାଡିକୁ ଏପରି ଗାଏବ କରିଦେଇଥିଲା ଅଭିଯୁକ୍ତ ସଂଜୟ। ଆଉ ଯାହାର ସୁରାକ ରିମାଣ୍ଡର ଦିତୀୟ ଦିନରେ ସତ ଓଗାଳିଥିଲା ପୋଲିସ। ଏନେଇ ଗାଡିକୁ ଜବତ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details