ଭୁବନେଶ୍ବର: ଆସନ୍ତା 17 ତାରିଖରେ ବିଜୁ ଜନତା ଦଳର ବିଧାୟକ ବୈଠକ । ଏହି ବୈଠକ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ।
ଆସନ୍ତା 17ରେ ବିଜୁ ଜନତା ଦଳର ବିଧାୟକ ବୈଠକ - ବିଜୁ ଜନତା ଦଳର ବିଧାୟକ ବୈଠକ
ଆସନ୍ତା 17 ତାରିଖରେ ବିଜୁ ଜନତା ଦଳର ବିଧାୟକ ବୈଠକ । ଏହି ବୈଠକ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...
ଆସନ୍ତା 17ରେ ବିଜୁ ଜନତା ଦଳର ବିଧାୟକ ବୈଠକ
ଆସନ୍ତା ବୁଧବାର ହେବାକୁ ଥିବା ଏହି ବୈଠକ ସଂନ୍ଧ୍ୟା 5ଟା 30ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତ ବିଧାୟକ/ବିଧାୟିକାମାନଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ