ଓଡିଶା

odisha

ବିଜେପୁର ଉପନିର୍ବାଚନ: କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କରିବେ ବଛା ବଛା ନେତା । ଏନେଇ ଦଳ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ।

By

Published : Oct 3, 2019, 2:47 PM IST

Published : Oct 3, 2019, 2:47 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କରିବେ ବଛା ବଛା ନେତା । ଦଳର ହେଭିୱେଟ ନେତା ଘନ ଘନ ଗସ୍ତରେ ଯିବେ । ଏନେଇ ଦଳ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ।

ତେବେ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ ଭଳି ନାଁ ତାଲିକାରେ ରଖିଛି ଦଳ । ଏହାବାଦ ସମସ୍ତ 9 ଜଣ ବିଧାୟକ ଓ ଜଣେ ସାଂସଦ ବି ରହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details