ଓଡିଶା

odisha

ETV Bharat / city

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - today news

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Mar 21, 2020, 6:27 AM IST

ଟପ୍‌ ନ୍ୟୁଜ୍‌

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • କୋରୋନା ସଂକ୍ରମଣ ରୋକିବା ପାଇଁ ଆଜିଠାରୁ ଭୁବଶ୍ବରରେ ଦିଲ୍ଲୀ ଅଡ-ଇଭେନ ଫର୍ମ୍ୟୁଲା ।
  • କୋରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ।
  • ବୈଠକରେ ନବୀନଙ୍କ ପ୍ରସ୍ତାବ। ସରକାରୀ ଓ ବେସରକାରୀ ସ୍ତରରେ କୋରୋନା ପରୀକ୍ଷଣ କରାଯାଉ ମାଗଣା ।
  • 250 ପାଖେଇଲା ଦେଶରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା..କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 40କୁ ବୃଦ୍ଧି ।
  • ଇଟାଲିରେ କୋରୋନାର ଆତଙ୍କ । ମୃତ୍ୟୁ ସଂଖ୍ୟା 4 ହଜାର କୁ ବୃଦ୍ଧି ।
  • କୋରୋନା ବ୍ୟାପିବା ଆଶଙ୍କାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ।
  • ମଧ୍ୟପ୍ରଦେଶରେ 15 ମାସ କମଲନାଥ ସରକାରଙ୍କ ପତନ। ଶିବରାଜ ସିଂ ଚୌହାନ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ
  • 21 ତାରଖ ରାତି 12ରୁ 22 ତାରିଖ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ହେବ ପାସେଞ୍ଜର ଟ୍ରେନ ସେବା ।
  • ସରକାରଙ୍କ ନିର୍ଦ୍ଦେଶ ମାନି ସୁସ୍ଥ ଓ ସୁରକ୍ଷିତ ରହିବାକୁ ହିନ୍ଦିରେ ଟ୍ବିଟ କଲେ ଇଂଲଣ୍ଡ କ୍ରିକେଟର କେଭିନ ।
  • କୋରୋନା ଭୂତାଣୁରେ ଆକ୍ରାନ୍ତ ବଲିଉଡ କଣ୍ଠଶିଳ୍ପୀ । ବିଦେଶରୁ ଫେରି ଲୁଚାଇଥିଲେ ତଥ୍ୟ ।

ABOUT THE AUTHOR

...view details