ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ମନୋରଞ୍ଜନ ଏବଂ ରାଜନୀତି ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..
ଆଜିର ବଡ ଖବର
ଟପ୍ ନ୍ୟୁଜ୍
- ଶେଷ ହେଲା 7 ବର୍ଷର ଅପେକ୍ଷା । ଫାଶୀରେ ଝୁଲିଲେ 4 ନିର୍ଭୟା ଦୋଷୀ ।
- ସେପଟେ ଖୁସି ବ୍ୟକ୍ତ କଲେ ମା’ । କହିଲେ ଏହା ଉତ୍ସବର ଦିନ ।
- ଓଡିଶାରେ ଚିହ୍ନଟ ହେଲା ଦ୍ବିତୀୟ କୋରୋନା ଆକ୍ରାନ୍ତ ।
- ଆଜି ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶ।
- ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 181କୁ ବୃଦ୍ଧି ।
- କୋରୋନା ପାଇଁ HSE ପରୀକ୍ଷା ସ୍ଥଗିତ ।
- ଦେଶବାସୀଙ୍କୁ ସମ୍ବୋଧନ କେଲ ପ୍ରଧାନମନ୍ତ୍ରୀ । ମାର୍ଚ୍ଚ 22ରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ।
- ସେବା ଯୋଗାଉଥିବା ବ୍ୟକ୍ତି ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବାକୁ ମୋଦିଙ୍କ ଆହ୍ବାନ।
- ଆଜିଠାରୁ ଏପ୍ରିଲ 1 ଯାଏଁ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ।
- ଆଜି ପଖାଳ ଦିବସ । ଓଡିଆଙ୍କ ପ୍ରିୟ ପଖାଳ ପାଇଁ ଦିନଟିଏ ।