ଭୁବନେଶ୍ବର :ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଦୀର୍ଘଦିନ ଧରି ଭାରତୀୟ ପ୍ରଶାସନିକ ସେବାରେ ରହିଥିଲେ । ଦକ୍ଷ ରାଜନୈତିକ ବ୍ୟକ୍ତିତ୍ୱ ଭାବେ ସମ୍ମାନଜନକ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ ଗୌରବ ପୁରସ୍କାର ପାଇଁ ସେ ବିବେଚିତ ହୋଇଛନ୍ତି ।
ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ - ଭୁବନେଶ୍ବର ସାଂସଦ ପାଇବେ ପୁରସ୍କାର
ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଦୀର୍ଘଦିନ ଧରି ଭାରତୀୟ ପ୍ରଶାସନିକ ସେବାରେ ରହିଥିଲେ । ଅଧିକ ପଢନ୍ତୁ
![ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ](https://etvbharatimages.akamaized.net/etvbharat/prod-images/768-512-14074738-thumbnail-3x2-k.jpg)
ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ
ଏହା ସହିତ D.LITT ଉପାଧିରେ ସମ୍ମାନିତ ହେବେ । ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ MIT Art, Design & Technology University ଆନୁକୂଲ୍ୟରେ ଆସନ୍ତା 9 ଜାନୁୟାରୀରେ ସାଂସଦ ମହୋଦୟାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ