ଓଡିଶା

odisha

ETV Bharat / city

ବିଜେଡି ମଧ୍ୟ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାରିଣୀ - bjd Youth executive Body Meeting

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେଡି ବିଜୁ ଯୁବ ଛାତ୍ରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ...

ମଧ୍ୟ ନିର୍ବାଚନ ମଣ୍ଡଳୀ  କାର୍ଯ୍ୟକାରିଣୀ
ମଧ୍ୟ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକାରିଣୀ

By

Published : Nov 10, 2021, 6:03 PM IST

ଭୁବନେଶ୍ବର:ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେଡି ବିଜୁ ଯୁବ ଛାତ୍ରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ପ୍ରସ୍ତାବ ପାରିତ ହୋଇଛି ।

କାର୍ଯ୍ୟକାରିଣୀ ବୈଠକରେ କିଭଳି ଭାବରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତୃଣ ମୂଳସ୍ତରରେ ପହଞ୍ଚିବ ପାରିବ, ସେନେଇ ଯୁବ ଛାତ୍ର ନେତା ମାନଙ୍କୁ କାର୍ଯ୍ୟକାରିଣୀରେ ମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା। ଏଥି ସହିତ ବିରୋଧୀ ଯେଉଁ ଅପପ୍ରଚାର କରୁଛନ୍ତି ତାକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା l

ସେହିପରି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା ବ୍ୟତୀତ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ଛାତ୍ର ଶାଖାର ପ୍ରମୁଖ ମାନେ ଉପସ୍ଥିତ ଥିଲେ l

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details