ଓଡିଶା

odisha

ETV Bharat / city

ସିଲ୍ ହେଲା ଖାରବେଳ ନଗର ଷ୍ଟେଟ ବ୍ୟାଙ୍କ - ସିଲ୍ ହେଲା ଷ୍ଟେଟ ବ୍ୟାଙ୍କ

ଆସନ୍ତା 4 ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ଖାରବେଳ ନଗର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସିଲ କଲା ବିଏମସି। ଅଧିକ ପଢନ୍ତୁ...

ସିଲ୍ ହେଲା ଷ୍ଟେଟ ବ୍ୟାଙ୍କ
ସିଲ୍ ହେଲା ଷ୍ଟେଟ ବ୍ୟାଙ୍କ

By

Published : Apr 29, 2021, 1:53 PM IST

ଭୁବନେଶ୍ବର:ସିଲ ହେଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କରୁ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆସନ୍ତା 4 ଦିନ ପାଇଁ ଷ୍ଟେଟ ବ୍ୟାଙ୍କକୁ ସିଲ କରାଯାଇଛି।ଭୁବନେଶ୍ବର ଖାରବେଳ ନଗର ସ୍ଥିତ ଏସବିଆଇ ଚେକ କ୍ଲିଅରିଂ ସେଣ୍ଟର କୁ ସିଲ କରିଛି ବିଏମସି।

ସିଲ୍ ହେଲା ଷ୍ଟେଟ ବ୍ୟାଙ୍କ
ଆଜିଠାରୁ ୨ମେ ପର୍ଯ୍ୟନ୍ତ ସେଣ୍ଟରକୁ ସିଲ କରାଯାଇଛି। ଏହାକୁ ବିଶୋଧନ କରାଯିବ ଓ ଅନ୍ୟ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details