ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ । ଦୀର୍ଘଦିନ ପରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ । ଭୁବନେଶ୍ୱର ସିଭିଲ କୋର୍ଟରେ ଏକାଧିକ କୋରୋନା ପଜିଟିଭ କେସ ଚିହ୍ନଟ ହେବା ପରେ ସେପ୍ଟେମ୍ବର ୧୯ ଠାରୁ ୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ଲୁଇସରୋଡରେ ଥିବା ସିଭିଲ କୋର୍ଟକୁ କଣ୍ଟେମେନଣ୍ଟ ଜୋନ ଘୋଷଣା କରିଛି ବିଏମସି ।
ଭୁବନେଶ୍ୱର ସିଭିଲ କୋର୍ଟ କଣ୍ଟେନମେଣ୍ଟ ଜୋନ ଘୋଷଣା - ଭୁବନେଶ୍ବରରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ
ରାଜଧାନୀ ଭୁବନେଶ୍ବରରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ । ଭୁବନେଶ୍ୱର ସିଭିଲ କୋର୍ଟରେ ଏକାଧିକ କୋରୋନା ପଜିଟିଭ କେସ ଚିହ୍ନଟ ହେବା ପରେ ସେପ୍ଟେମ୍ବର ୧୯ ଠାରୁ ୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ଲୁଇସରୋଡରେ ଥିବା ସିଭିଲ କୋର୍ଟକୁ କଣ୍ଟେମେନଣ୍ଟ ଜୋନ ଘୋଷଣା କରିଛି ବିଏମସି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଭୁବନେଶ୍ୱର ସିଭିଲ କୋର୍ଟ କଣ୍ଟେନମେଣ୍ଟ ଜୋନ ଘୋଷଣା
ଶୁକ୍ରବାର ଏନେଇ ଏକ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛି ବିଏମସି । ଲୁଇସ ରୋଡ଼କୁ କଣ୍ଟେମେନଣ୍ଟ ଜୋନ ଘୋଷଣା କରିଛି ବିଏମସି । ରୋଡରେ ଯିବା ଆସିବା ଉପରେ ମଧ୍ୟ କଟକଣା ଲଗାଇଲା । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
TAGGED:
civil court containment zone