ଓଡିଶା

odisha

ETV Bharat / city

ବାତ୍ୟା ୟସ ପ୍ରଭାବ, 2 ଦିନ ବନ୍ଦ ରହିବ ବିମାନ ଚଳାଚଳ - Bhubaneswar airport suspend flight operation

ବାତ୍ୟା ୟସ ପାଇଁ ଦୁଇ ବନ୍ଦ ରହିବ ବିମାନ ଚଳାଚଳ । ଭୁବନେଶ୍ବରରୁ ସବୁ ଉଡାଣ ବନ୍ଦ । ଅଧିକ ପଢନ୍ତୁ..

ବାତ୍ୟା ୟସ ପ୍ରଭାବ,  2 ଦିନ  ବନ୍ଦ ରହିବ ବିମାନ ଚଳାଚଳ
ବାତ୍ୟା ୟସ ପ୍ରଭାବ, 2 ଦିନ ବନ୍ଦ ରହିବ ବିମାନ ଚଳାଚଳ

By

Published : May 25, 2021, 10:06 PM IST

ଭୁବନେଶ୍ବର: ବାତ୍ୟା ୟସ ପାଇଁ ଦୁଇ ବନ୍ଦ ରହିବ ବିମାନ ଚଳାଚଳ । ରଦ୍ଦ ହେଲା ସମସ୍ତ ନିର୍ଦ୍ଧାରିତ ଉଡାଣ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ।

ମଙ୍ଗଳବାର ହେବାକୁ ଥିବା ବାତ୍ୟା ୟସକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତି 11 ଟାରୁ ଆସନ୍ତା 27 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦରର ନିର୍ଦ୍ଦେଶକ । ବିମାନ ବନ୍ଦରରେ ସତର୍କମୂଳକ ଭାବରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details