ଓଡିଶା

odisha

ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର

By

Published : May 26, 2021, 8:34 PM IST

Updated : May 26, 2021, 9:17 PM IST

ବାତ୍ୟା ୟସ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା । ବୁଧବାର ବାତ୍ୟାର ପ୍ରକୋପ କମିବା ପରେ ସ୍ବଭାବିକ ହୋଇଛି ବିମାନ ଚଳାଚଳ । ଅଧିକ ପଢନ୍ତୁ...

ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର
ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ବର:ସ୍ବାଭାବିକ ହେଲା ଭୁବନେଶ୍ବର ବିମାନବନ୍ଦର । ବାତ୍ୟା ୟସ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା । ବୁଧବାର ବାତ୍ୟାର ପ୍ରକୋପ କମିବା ପରେ ସ୍ବଭାବିକ ହୋଇଛି ବିମାନ ଚଳାଚଳ ।

ସନ୍ଧ୍ୟା 7 ଟାରୁ ଆରମ୍ଭ ହୋଇଛି ଉଡାଣ। ବାତ୍ୟା ୟସ୍ ପାଇଁ ମଙ୍ଗଳବାର ଠାରୁ ବନ୍ଦ ଥିଲା ଉଡାଣ। ଯାହା 27 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ତେବେ ବାତ୍ୟା ପରେ ବୁଧବାର ସନ୍ଧ୍ୟା 7ଟା ବେଳେ ବିମାନ ଉଡାଣ ଭରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭିଭି ରାଓ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 26, 2021, 9:17 PM IST

ABOUT THE AUTHOR

...view details