ଭୁବନେଶ୍ବର:ବିଭିନ୍ନ ଦାବିନେଇ ଭୁବନେଶ୍ବର ଏମ୍ସ(AIIMS) ସଫେଇ କର୍ମଚାରୀଙ୍କ ଧାରଣା । ଆଜି(ଗୁରୁବାର) ଏମ୍ସର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ସଫେଇ କର୍ମଚାରୀମାନେ ଏହି ଧାରଣା ଦେଇଥିବା ଜଣାପଡିଛି । ମୁଖ୍ୟ ଫାଟକ ବନ୍ଦ ରହିବା ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଛି ।
ଭୁବନେଶ୍ବର AIIMS ସଫେଇ କର୍ମଚାରୀଙ୍କ ଧାରଣା, ରୋଗୀସେବା ପ୍ରଭାବିତ - ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା
ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ମୁଖ୍ୟ ଫାଟକରେ ତାଲା ପକାଇ ଭୁବନେଶ୍ବର ଏମ୍ସର ସଫେଇ କର୍ମଚାରୀଙ୍କ ଧାରଣା । ଅଧିକ ପଢନ୍ତୁ
ଭୁବନେଶ୍ବର ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା
ଇଟିଭି ଭାରତ, ଭୁବନେଶ୍ବର